ଆନନ୍ଦପୁର ୨୪।୧୧: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିପଦା ଥାନା ନସିରପୁର ଛକ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ବର୍ଷର ଶିଶୁ ପୁତ୍ର ମୃତ ।

ସୂଚନାଯୋଗ୍ୟ ଯେ, ନନ୍ଦିପଦା ନସିରପୁର ଛକ ନିକଟରେ ଦୁଇ ବର୍ଷର ଶିଶୁପୁତ୍ର ଖେଳୁଥିବା ସମୟରେ ଏକ ବାଲି ବୋଝେଇ ମିନିଟ୍ରକ ମାଡିଯାଇ ଶିଶୁର ମୃତ୍ୟ ହୋଇଛି । ମୃତ ଶିଶୁଟି ରୋହନ ଦାସ ବୋଲି ଜଣାପଡିଛି ।ଶିଶୁର ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।
from Prameya News7 https://ift.tt/2KRzGGK
ମିନିଟ୍ରକ ଧକ୍କାରେ ଦୁଇ ବର୍ଷର ଶିଶୁ ମୃତ
Reviewed by SUBHENDU BARAL
on
November 23, 2019
Rating:
No comments: