ଜଳେଶ୍ବର ୨୫।୯: ଜଳେଶ୍ବରରେ ବିପଦ ସଙ୍କେତ ଟପିଲା ଜଳକା ନଦୀ ଜଳସ୍ତର । ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୮ଟା ସୁଦ୍ଧା ନଦୀର ଜଳସ୍ତର ୫.୯୦ମିଟର ରହିଛି । ଘଣ୍ଟା ପ୍ରତି ୦.୧୦ ମିଟରରେ ଜଳସ୍ତର ବଢୁଛି । ତେଣୁ ଜଳକା ନଦୀ କୂଳିଆ ଗାଁ ଲୋକେ ଆଶଙ୍କାରେ ଅଛନ୍ତି ।
from Prameya News7 https://ift.tt/2n4yiaF
ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର
Reviewed by SUBHENDU BARAL
on
September 24, 2019
Rating:
No comments: