ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

ଅନୁଗୁଳ ୧୨/୮: ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।ମୃତକ ଜଣକ ହେଉଛନ୍ତି  ଆଠମଲ୍ଲିକ ଥାନା ଅନ୍ତର୍ଗତ ହିଣ୍ଡାଳସହିର ଭାଗ୍ୟବାନ ଖେତି । କାଲି ରାତିରେ ଆଠମଲ୍ଲିକରୁ ଘରକୁ ଫେରୁଥିବା ସମୟରେ ଗଙ୍ଗା ଯମୁନା ବିଲ ନିକଟରେ ଦୁର୍ଘଟଣା ହୋଇଥିଲା ।

ପରିବାର ଲୋକେ କାଲି ରାତି ୧୧ଟା ବେଳକୁ ଆଠମଲ୍ଲିକ ମେଡିକାଲରେ ଭର୍ତି କରିଥିଲେ ।  ଆଜି ଭାଗ୍ୟବାନଙ୍କ ମୃତ୍ୟୁ ହୋଇଯାଇଛି । ଖବର ପାଇ ଆଠମଲ୍ଲିକ ପୋଲିସ ମେଡିକାଲକୁ ଆସିଛନ୍ତି ।



from Prameya News7 https://ift.tt/2Mee9Kq
ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ Reviewed by SUBHENDU BARAL on August 11, 2019 Rating: 5

No comments:

Powered by Blogger.