ଆଠଗଡ଼ ( ନୀଳକଣ୍ଠ ଦୋରା) : କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡର ତିଗିରିଆ ରେଞ୍ଜ ହରିଡ଼ାପାଣି ଗାଁରେ ହାତୀ ଆକ୍ରମଣ। ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହଲେ କାଳିଆ ବେହେରା।
ମିଳିଥିବା ସୂଚନା ମୁତାବକ, ବଡ଼ି ଭୋରରୁ କାଳିଆ ଶୌଚ ପାଇଁ ଯାଇଥିଲେ। ସେତିକି ବେଳେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଜଙ୍ଗଲି ହାତୀ କାଳିଆଙ୍କୁ କଚାଡ଼ି ହତ୍ୟା କରିଥିବା କୁହାଯାଉଛି।
ଜଙ୍ଗଲ ବିଭାଗ ଅଧିକାରୀ ଏଯାଏଁ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।
from OTV Khabar. http://bit.ly/2F7D8du
ହରିଡ଼ାପାଣି ଗାଁର ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ Pradesh Pratyush
Reviewed by SUBHENDU BARAL
on
June 14, 2019
Rating:
No comments: