ଭାଲୁ ଆକ୍ରମଣରେ ୨ ଭାଇ ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି Pradesh Pratyush

ଅନୁଗୁଳ  : ଭାଲୁ କାମୁଡ଼ାରେ ଦୁଇ ଭାଇ ଗୁରୁତର। ତାଙ୍କୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଦୁଇ ଭାଇ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍‌ ସରୁଆଳି ପଞ୍ଚାୟତର ରଙ୍ଗାଲି ଗାଁର ଭୁବନ ନାୟକ ଓ ଦର ନାୟକ।

ଦୁଇ ଭାଇ ସକାଳୁ ଶୌଚ ପାଇଁ ଯାଇଥିବାବଳେ ରାସ୍ତାରେ ଭାଲୁ ଆକ୍ରମଣର ଶୀକାର ହୋଇଥିଲେ। ପ୍ରଥମେ ଦରଙ୍କୁ ଭାଲୁ ଆକ୍ରମଣ କରିଥିଲା। ତଙ୍କୁ ରକ୍ଷା କରିବାକୁ ଯାଇ ଭୁବନ ଆକ୍ରମଣର ଶୀକାର ହୋଇଥିଲେ। ଜଣକର ମୁଣ୍ଡକୁ ଭାଲୁ କାମୁଡ଼ି ଦେଇଥିବାବେଳ ଆଉ ଜଣକର ଗୋଡ଼ ଓ ହାତକୁ କାମୁଡ଼ି ଦେଇଛି।



from OTV Khabar. http://bit.ly/2IN5Ykp
ଭାଲୁ ଆକ୍ରମଣରେ ୨ ଭାଇ ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି Pradesh Pratyush ଭାଲୁ ଆକ୍ରମଣରେ ୨ ଭାଇ ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି Pradesh Pratyush Reviewed by SUBHENDU BARAL on June 14, 2019 Rating: 5

No comments:

Powered by Blogger.