
କନକ ବ୍ୟୁରୋ : ଅଧରାତିରେ ଅଘଟଣ । କୋରାପୁଟ ଜୟପୁର ଭେଜାପୁଟ ଗାଁରେ ଘରେ ଶୋଇଥିବା ବେଳେ ମାଡିଗଲା ବାଲିବୋଝେଇ ଟ୍ରକ । ଟ୍ରକ ମାଡିଯିବା ଯୋଗୁଁ ଚାପି ହୋଇ ଗୋଟିଏ ପରିବାରର ୩ଜଣଙ୍କ ଜୀବନ ଚାଲି ଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ବାପା, ମାଆ ଓ ଝିଅ । ତେବେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଯାଇଛନ୍ତି ୧୪ବର୍ଷିୟ ପୁଅ । ଏହି ଘଟଣାକୁ ନେଇ ଭେଜାପୁଟ ଗାଁରେ ଉତେଜନା ଲାଗି ରହିଛି । ଉତ୍ୟକ୍ତ ଲୋକମାନେ ଦାମନଯୋଡି-ଭେଜାପୁଟ ରାସ୍ତାରେ ପୋଡାଜଳା କରିବା ସହ ଅବରୋଧ କରିଛନ୍ତି ।

from Kanak News http://bit.ly/2WDPr7e http://bit.ly/2Kjogg5
No comments: