ଅଟଳାଗଡାରେ ବୀଭତ୍ସ ହତ୍ୟା ଘଟଣା : ବାଲିଅନ୍ତା ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ ବଡଭାଇ

ଭୁବନେଶ୍ବର ୯|୬: ଭୁବନେଶ୍ବର ନିକଟ ବାଲିଅନ୍ତା ଥାନା ଅଞ୍ଚଳ ଅଟଳାଗଡାରେ ସାନଭାଇକୁ ହତ୍ୟା କରିଥିବା ବଡଭାଇ ଗିରଫ । ବାଲିଅନ୍ତା ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ ବଡଭାଇ ମାମୁନ ରାଉତରାୟ । ଏନେଇ ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

ଗତ ଶୁକ୍ରବାର ସନ୍ଧ୍ୟା ୫ଟାରେ ଅତୀ ବିଭତ୍ସ ଭାବେ ଗୋଡାଇ ଗୋଡାଇ ସାନଭାଇକୁ ହତ୍ୟା କରିଥିଲା ମାମୁନ ।



from News7 http://bit.ly/2WthfzQ
ଅଟଳାଗଡାରେ ବୀଭତ୍ସ ହତ୍ୟା ଘଟଣା : ବାଲିଅନ୍ତା ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ ବଡଭାଇ ଅଟଳାଗଡାରେ ବୀଭତ୍ସ ହତ୍ୟା ଘଟଣା : ବାଲିଅନ୍ତା ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ ବଡଭାଇ Reviewed by SUBHENDU BARAL on June 08, 2019 Rating: 5

No comments:

Powered by Blogger.