କଳାହାଣ୍ଡି ୧୪|୬: କଳାହାଣ୍ଡିରେ ଦୁଇ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନା ଡୁଡକାଠେଙ୍ଗା ଗାଁରୁ ଜଣେ ଯୁବକ ଏବଂ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ୧୯ବର୍ଷୀୟ ନିରଞ୍ଜନ ଲହଜଲ ଓ ୧୬ ବର୍ଷୀୟ ସୁକାନ୍ତି ପୁଝାରୀ । ଉଭୟ ପ୍ରେମୀଯୁଗଳ ବୋଲି ସନ୍ଦେହ କରାଯାଉଛି । କୌଣସି କାରଣରୁ ଉଭୟ ଅତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।
from News7 http://bit.ly/2RorQ9H
ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ! ଦୁଇ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Reviewed by SUBHENDU BARAL
on
June 13, 2019
Rating:
No comments: