ବଲାଙ୍ଗିର ୧୩|୬: ବଲାଙ୍ଗିରରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି । ଆହତକୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଳ୍ପକେ ବର୍ତ୍ତିଲେ ୫୫ ଯାତ୍ରୀ । ପୁଇଁତଳା ଥାନା ରଣ୍ଡା ଛକ ନିକଟରେ ଦୁର୍ଘଟଣା ହୋଇଛି । ସାମ୍ନା ପଟୁ ଆସୁଥିବା ଟ୍ରକର ବେପରୁଆ ଡ୍ରାଇଭିଂ ଯୋଗୁଁ କିଙ୍ଗଫିସର ଯାତ୍ରୀବାହୀ ବସ୍ ଓଲଟିଥିବା କୁହାଯାଉଛି ।
from News7 http://bit.ly/2wN6QQg
ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୫ଜଣ ଆହତ
Reviewed by SUBHENDU BARAL
on
June 12, 2019
Rating:
No comments: