
କ୍ରିକେଟ୍ ଜଗତର ବଡ ଟୁର୍ଣ୍ଣାମେଣ୍ଟ ତଥା ୨୦୧୯ ବିଶ୍ୱକପ ପାଇଁ ସମସ୍ତ ଦେଶ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଚଳିତବର୍ଷ ଇଂଲଣ୍ଡଠାରେ ହେବାକୁ ଯାଉଥିବା ବିଶ୍ୱକପ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ସିଇଓ ଡେବ୍ ରିଚାର୍ଡସନ ଦେଇଛନ୍ତି ବଡ ବୟାନ । ସେ କହିଛନ୍ତି, ଚଳିତଥର ୨୦୧୯ ବିଶ୍ୱକପ ଟିମ୍ ଇଣ୍ଡିଆ ଜିତିବାର ଅଧିକ ସୁଯୋଗ ରହିଛି । ତେବେ ରିଚାର୍ଡସନ ଘରୋଇ ଇଂଲଣ୍ଡ ଏବଂ ଦକ୍ଷିଣଆଫ୍ରିକା ସହ ବିରାଟ ବାହିନୀକୁ ମଧ୍ୟ ବିଶ୍ୱକପ ଦାବେଦାର ଲିଷ୍ଟରେ ସାମିଲ କରିଛନ୍ତି ।

from Kanak News http://bit.ly/2TnMyXn http://bit.ly/2BmLTyv
No comments: