୨ ନାବାଳିକାଙ୍କୁ ଦୁଷ୍କର୍ମ ! Pradesh Pratyush

ସୁନ୍ଦରଗଡ଼  : ସୁନ୍ଦରଗଡ଼ ଜିଲ୍ଲାରେ ଲଜ୍ଜା। ଚାନ୍ଦିପୋଷ ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲ ମଧ୍ୟରେ ୨ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି। ଚାନ୍ଦିପୋଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ୨ ଜଣ ନାବାଳିକା ପୀଡ଼ିତା।

ଦୁଇ ନାବାଳିକାଙ୍କୁ ଯାତ୍ରା ଦେଖାଇବାକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ କରୁଛି ଚାନ୍ଦିପୋଷ ପୁଲିସ।



from OTV Khabar http://bit.ly/2VhfhOI
୨ ନାବାଳିକାଙ୍କୁ ଦୁଷ୍କର୍ମ ! Pradesh Pratyush ୨ ନାବାଳିକାଙ୍କୁ ଦୁଷ୍କର୍ମ ! Pradesh Pratyush Reviewed by SUBHENDU BARAL on December 29, 2018 Rating: 5

No comments:

Powered by Blogger.