
ରାଇରଙ୍ଗପୁର : ମୟୂରଭଂଜ ରାଇରଙ୍ଗପୁରରେ ଓଲଟିଲା ବସ୍ । କଲିକତାରୁ କେନ୍ଦୁଝର ଆସୁଥିବା ‘ଅଗ୍ରୱାଲା’ ବସ୍ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା କଟାସ ନିକଟରେ ଏନ୍ଏଚ୍-୪୯ ଉପରେ ଓଲଟି ପଡ଼ିଛି। ଫଳରେ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିଶୋଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ବସ୍ରେ ୫୦ ଜଣ ଯାତ୍ରୀ ଥିଲେ। ବ୍ରେକ୍ ଫେଲ୍ ଯୋଗୁ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
from OTV Khabar http://bit.ly/2EU2UU0
ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୨ ଆହତ Pradesh Pratyush
Reviewed by SUBHENDU BARAL
on
December 28, 2018
Rating:
No comments: