
ପୁରୀ : ଶ୍ରୀମନ୍ଦିର ଅଚଳାବସ୍ଥାର ସମାଧାନ ପାଇଁ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ସେବାୟତଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ସେବାୟତମାନେ ଜିଦ୍ରେ ଅଟଳ ରହିଛନ୍ତି। ଜିଲ୍ଲାପାଳଙ୍କ ଅନୁରୋଧ ସତ୍ତ୍ୱେ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ସେବାୟତମାନେ ଗ୍ରହଣ କରିନାହାନ୍ତି।
ଅତୀତରେ ଏଭଳି ସମସ୍ୟା ଉପୁଜିଛି ଏବଂ ଜଗନ୍ନାଥ ସମାଧାନ କରିବେ ବୋଲି ଜିଲ୍ଲାପାଳ କହି ନିଜର ଅସହାୟତା ପ୍ରକଶ କରିଛନ୍ତି।ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଘଟଣା ଉପରେ ସରକାର ନଜର ରଖିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ଆଲୋଚନା ଜାରି ରଖିଛନ୍ତି। ଶୀଘ୍ର ସମାଧନ ହେବା ଆଶା କରୁଛି ବୋଲି କହିଛନ୍ତି ମନ୍ତ୍ରୀ।
from OTV Khabar http://bit.ly/2rXVqGP
ଶ୍ରୀମନ୍ଦିର ଅଚଳାବସ୍ଥା : ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ପାରିନାହିଁ Pradesh Pratyush
Reviewed by SUBHENDU BARAL
on
December 28, 2018
Rating:
No comments: