
ଆଜି ରିଲିଜ୍ ହୋଇଛି ରଜନୀକାନ୍ତ ଷ୍ଟାରର ଫିଲ୍ମ ପେଟ୍ଟାର ଟ୍ରେଲର। ରିଲିଜ ହେବାର ଗୋଟିଏ ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ ଏହା ଭାଇରାଲ ହେବାରେ ଲାଗିଛି। ଟ୍ରେଲରରେ ସୁପରଷ୍ଟାର ରଜନୀକାନ୍ତଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଛି।
ପେଟ୍ଟାରେ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ନଜର ଆସିବେ ତ୍ରିସା। ଏହାସହ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ମଧ୍ୟ ଜମଦାର ଚରିତ୍ରରେ ଦେଖିବାକୁ ମିଳିବ। ଆସନ୍ତା ଜାନୁୟାରୀ ୧୧ ତାରିଖରେ ରିଲିଜ ହେବ ଏହି ଅପକମିଙ୍ଗ ତାମିଲ ମୁଭି। ପୂର୍ବରୁ ଫିଲ୍ମର ମେକିଙ୍ଗ ଭିଡିଓ ରିଲିଜ୍ ହୋଇଥିଲା। ଫିଲ୍ମର ଗୋଟିଏ ଗୀତରେ ସମ୍ବଲପୁରୀ ଧୁନ୍ ଦେଖିବାକୁ ମିଳିଛି।
from OTV Khabar http://bit.ly/2Q5F20Q
ରଜନୀକାନ୍ତଙ୍କ ଫିଲ୍ମ ପେଟ୍ଟାର ଟ୍ରେଲର ରିଲିଜ୍ OTV KHABAR BUREAU
Reviewed by SUBHENDU BARAL
on
December 28, 2018
Rating:
Reviewed by SUBHENDU BARAL
on
December 28, 2018
Rating:
No comments: