ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ: ଭାରତୀୟ ବୋଲରଙ୍କ ଶାଣିତ ଆକ୍ରମଣରେ ୧୫୧ ରନରେ ଅଲଆଉଟ ହେଲା କଙ୍ଗାରୁ ଦଳ Kanak News

କନକ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ୍ କ୍ରିକେଟର ତୃତୀୟ ମ୍ୟାଚର ତୃତୀୟ ଦିବସରେ ମାତ୍ର ୧୫୧ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆ ଦଳ ଅଲଆଉଟ୍ ହୋଇଛି।
ଗତକାଲି ଭାରତ ୭ ଓ୍ଵିକେଟ୍ ବିନିମୟରେ ୪୪୩ ରନ୍ ସଂଗ୍ରହ କରି ଇନିଙ୍ଗ୍ସ୍ ଘୋଷଣା କରିବା ପରେ ଅଷ୍ଟ୍ରେଲିଆ ଦଳ ବ୍ୟାଟିଙ୍ଗ୍ ଆରମ୍ଭ କରି ଶେଷ ସୁଦ୍ଧା ବିନା ଓ୍ଵିକେଟରେ ୮ ରନ୍ ସଂଗ୍ରହ କରିଥିଲା।
ଆଜି ପୁନଶ୍ଚ ଖେଳ ଆରମ୍ଭ ହେବା ପରେ ଅଷ୍ଟ୍ରେଲିଆର ଓ୍ଵିକେଟ୍ ପତ୍ତନ ହେବା ଆରମ୍ଭ ହୋଇ ଯାଇଥିଲା। ଏଥିରେ ଭାରତୀୟ ବୋଲର୍ ଯଶପ୍ରୀତ୍ ବୁମ୍ରା ୩୩ ରନ୍ ବିନିମୟରେ ୬ଟି ଓ୍ଵିକେଟ୍ ଅକ୍ତିଆର କରି ପ୍ରଥମ ଏସୀୟ ବୋଲର୍ ଭାବେ ରେକର୍ଡ କରିଛନ୍ତି।
from Kanak News http://bit.ly/2EQYxIj http://bit.ly/2ESjOlS
ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ: ଭାରତୀୟ ବୋଲରଙ୍କ ଶାଣିତ ଆକ୍ରମଣରେ ୧୫୧ ରନରେ ଅଲଆଉଟ ହେଲା କଙ୍ଗାରୁ ଦଳ Kanak News
Reviewed by SUBHENDU BARAL
on
December 28, 2018
Rating:


No comments: