ଯାଜପୁର ୨୮|୧୨: ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ ଓ ସ୍ଥାନୀୟ ପୋଲିସର ମିଳିତ ଚଢାଉ । ୧୪ଟି ଲଘୁ ଖଣିଜ ବୋଝେଇ ହାଇଓ୍ବା ଗାଡି ଜବତ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ତହସିଲଦାରଙ୍କ ତରଫରୁ ଚଢାଉ କରାଯାଇଥିଲା । ଚଢାଉ ବେଳେ ଏହି ଗାଡିଗୁଡିକ ପାଖରେ ଆର ଫର୍ମ ନଥିଲା । ଜବତ ଗାଡି ଗୁଡିକୁ ଯାଜପୁରରୋଡ୍ ଥାନାରେ ଅଟକ ରଖାଯାଇଥିବା ବେଳେ କାହାକୁ ଗିରଫ କରାଯାଇନାହିଁ । ସମ୍ପୃକ୍ତ ଗାଡି ଗୁଡିକଠାରୁ ଫାଇନ୍ ଆଦାୟ କରି ଛଡାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।
from News7 http://bit.ly/2SnBRn6
ଖଣିଜ ବୋଝେଇ ହାଇଓ୍ବା ଗାଡି ଜବତ
Reviewed by SUBHENDU BARAL
on
December 28, 2018
Rating:
No comments: