ଅାଜି ବି ସବରିମାଲା ମନ୍ଦିରରେ ପଶି ପାରିଲେନି ମହିଳା ଶ୍ରଦ୍ଧାଳୁ Pradesh Pratyush

କେରଳ  : କେରଳ ସବରିମାଲା ମନ୍ଦିର ଖୋଲିବାର ଚାରିଦିନ ପରେ ବି ନିର୍ଦ୍ଦିଷ୍ଟ ବୟସର ମହିଳାମାନେ ମନ୍ଦିରରେ  ପ୍ରବେଶ କରିବା ସମ୍ଭବ ହୋଇନାହିଁ । ଅାଜି ପାମ୍ବା ନିକଟରୁ ଦୁଇ ଜଣ ମହିଳା ଯାତ୍ରା ଅାରମ୍ଭ କରିଥିଲେ ମଧ୍ୟ ସେମାନଙ୍କୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ପ୍ରତିବାଦକାରୀ ମାନେ ସେମାନଙ୍କ ରାସ୍ତା ଅବରୋଧ କରିବା ସହ ଫେରିଯିବା ପାଇଁ କହିଥିଲେ।

ଏହାପରେ ଦୁଇ ମହିଳା ସବରିମାଲା ଦର୍ଶନରୁ ଓହରି ଯାଇଥିଲେ। ସେପଟେ ପଞ୍ଚାରି ମେଳା ପାଇଁ ଅାଜି ସବରିମାଲା ମନ୍ଦିର ଉତ୍ସବମୁଖର। ଶ୍ରଦ୍ଧାଳୁମାନେ ପାରମ୍ପରିକ ବାଦ୍ୟଯନ୍ତ୍ର ଦ୍ୱାରା ଏହାକୁ ବଡ ଧୁମଧାମରେ ପାଳନ କରୁଛନ୍ତି।



from OTV Khabar https://ift.tt/2ytGjc2
ଅାଜି ବି ସବରିମାଲା ମନ୍ଦିରରେ ପଶି ପାରିଲେନି ମହିଳା ଶ୍ରଦ୍ଧାଳୁ Pradesh Pratyush ଅାଜି ବି ସବରିମାଲା ମନ୍ଦିରରେ ପଶି ପାରିଲେନି ମହିଳା ଶ୍ରଦ୍ଧାଳୁ Pradesh Pratyush Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.