ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ Pradesh Pratyush

ନୂଆଦିଲ୍ଲୀ : ସିବିଅାଇ ବ୍ୟାପାରରେ ହସ୍ତକ୍ଷେପକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ଏପରିକି ଏହା ସହିତ ରାଫେଲ୍ ଦୁର୍ନୀତିକୁ ଯୋଡିଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ରାଫେଲ୍ ଡିଲ୍‌ର ଗୁମର ଖୋଲିଯିବା ଭୟରେ ସରକାର ରାତି ଅଧିଅା ସିବିଅାଇ ନିର୍ଦ୍ଦେଶକଙ୍କୁ ହଟାଇଲେ।

ସିବିଅାଇ ଏହି ମାମଲାରେ ତଦନ୍ତ କରିବାର ଥିଲା, ତେଣୁ ଗୁମର ଖୋଲିଯିବା ଭୟରେ ସରକାର ଏଭଳି କରିଥିବା ସେ କହିଛନ୍ତି । ବିଜେପି ଏହାର ଜବାବ ରଖିବା ସହିତ କଂଗ୍ରେସ୍ ଏହାକୁ ନେଇ ରାଜନୀତି ନକରୁ ବୋଲି କହିଛି।



from OTV Khabar https://ift.tt/2RbOy3p
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ Pradesh Pratyush ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ Pradesh Pratyush Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.