
ଝାରସୁଗୁଡ଼ା: ବିଭିନ୍ନ ଦାବି ନେଇ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍ ସୋଡ଼ାମାଲ ପଞ୍ଚାୟତ ଅଫିସ୍ ଆଗରେ ରାସ୍ତା ଅବରୋଧ କରିଛନ୍ତି ୫ଟି ରାଜସ୍ୱ ଗ୍ରାମର ଚାଷୀ। ୨୦୧୬ ମସିହାରେ ମରୁଡ଼ି ଘୋଷଣା ପରେ ବି ଚାଷୀଙ୍କୁ ବୀମା ରାଶି ପ୍ରଦାନ ନ କରାଯିବା ଓ ଚଳିତବର୍ଷ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମରୁଡ଼ି ଘୋଷଣା କରିବା ସହ କୃଷି ଋଣ ଛାଡ଼ କରାଯିବା ଦାବି ନେଇ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି।
ଝାରସୁଗୁଡ଼ା ଡେପୁଟି କଲେକ୍ଟର୍ ଘଟଣାସ୍ଥଳକୁ ଯାଇଥିବା ବେଳେ ସେଠାରେ ଚାଷୀମାନେ ତାଙ୍କୁ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ପୁଲିସ୍ ମଧ୍ୟ ପହଞ୍ଚିଛି।
from OTV Khabar https://ift.tt/2qf7DGj
ବିଭିନ୍ନ ଦାବି ନେଇ ରାସ୍ତା ଅବରୋଧ କଲେ ୫ ଗାଁର ଚାଷୀ OTV KHABAR BUREAU
Reviewed by SUBHENDU BARAL
on
October 27, 2018
Rating:
Reviewed by SUBHENDU BARAL
on
October 27, 2018
Rating:
No comments: