
ଭୁବନେଶ୍ୱର: କାଲିଠୁ ୩ ଦିନ ଯାଏ ବର୍ଷା ହେବ। ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କାରଣରୁ ତିନି ଯାଏ ବର୍ଷା ସମ୍ବାବନା ରହିଛି। ତେବେ ଏହି ଘୂର୍ଣ୍ଣିବଳୟ ୨୪ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ।
ଏହାର ପ୍ରଭାବରେ ଉପକୂଳରେ କାଲିଠୁ ୩୦ ତାରିଖ ଯାଏ ବର୍ଷା ସମ୍ଭାବନା ରହିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ବର୍ଷା ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଥିବା ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍. ଆର୍. ବିଶ୍ୱାସଙ୍କ ସୂଚନା ଦେଇଛନ୍ତି।
from OTV Khabar https://ift.tt/2D5aFFP
କାଲିଠୁ ୩ ଦିନ ଯାଏ ବର୍ଷା OTV KHABAR BUREAU
Reviewed by SUBHENDU BARAL
on
October 27, 2018
Rating:
Reviewed by SUBHENDU BARAL
on
October 27, 2018
Rating:
No comments: