ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା OTV KHABAR BUREAU

ଆଥେନ୍ସ/ଭୁବନେଶ୍ୱର: ଗ୍ରୀସ୍‌ରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା ମିଳିଛି। ଗତକାଲି ଗ୍ରୀସରେ ଶେଷ ହୋଇଥିବା  ହେଲାସ୍‌ ଓପନ୍ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ମହିଳା ଡବଲ୍ସ ବିଭାଗରେ ଋତୁପର୍ଣ୍ଣା ଓ ତାଙ୍କ ଭାରତୀୟ ଯୁଗଳ ସାଥୀ ଆରତୀ ସାରା ସୁନୀଲ ଚାମ୍ପିଅନ୍ ହୋଇଛନ୍ତି।

ଗତକାଲି ଖେଳା ଯାଇଥିବା ଫାଇନାଲରେ ଋତୁପର୍ଣ୍ଣା ଓ ସାରା ଫ୍ରାନ୍ସର ହାରିୟୁ ବିମଳା ଓ ଲମ୍ବେର୍ଟ ମାର୍ଗାଟଙ୍କୁ ସିଧାସଳଖ ୨୧-୧୯ ଓ ୨୧-୧୨ ସେଟ୍‌ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି।



from OTV Khabar https://ift.tt/2OGZoBy
ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା OTV KHABAR BUREAU ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା OTV KHABAR BUREAU Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.