
ପାଟନା: ଆରପାରିରେ ବିଜେପି ସାଂସଦ ଭୋଳା ସିଂହ। ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ଶୁକ୍ରବାର ୮୨ ବର୍ଷରେ ତାଙ୍କର ପରଲୋକ ହୋଇଛି। ସେ ବିହାରର ବେଗୁସରାଇ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ।
ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଭୋଳା। ତିନିଦିନ ତଳେ ସେ ଗୁରୁତର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ରାମ ମନୋହର ଲୋହିଆ ହସପିଟାଲରେ ଭର୍ତ୍ତି କରାଯାଇଥିଲା।
ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ସୁମିତ୍ରା ମହାଜନଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାଂସଦ ଭୋଳା ସିଂହଙ୍କ ବାସଭବନକୁ ଯାଇ ସେମାନେ ଶେଷ ସମ୍ମାନ ଜଣାଇଥିଲେ। ଭୋଳା ସିଂହ ବେଗୁସରାଇ ଆସନରୁ ୮ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
from OTV Khabar https://ift.tt/2yYN59h
ପରଲୋକରେ ବିଜେପି ସାଂସଦ ଭୋଳା ସିଂହ OTV KHABAR BUREAU
Reviewed by SUBHENDU BARAL
on
October 20, 2018
Rating:
No comments: