ମନାଲିରେ ୩୨ବର୍ଷ ବୟସ୍କା ରୁଷିଆ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ

ମନାଲି ୨୭/୧୦: ହିମାଚଳ ପ୍ରଦେଶର ମନାଲିଠାରେ ଗୁରୁବାର ଦିନ ଜଣେ ୩୨ବର୍ଷ ବୟସ୍କା ରୁଷିଆ ପର୍ଯ୍ୟଟକ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି।

କୁଲ୍ଲୁର ଏସପିଙ୍କ କହିବା ଅନୁସାରେ ପୀଡ଼ିତା ସେତେବେଳେ ମନାଲିରେ ତାଙ୍କ ହୋଟେଲକୁ ଯାଉଥିଲେ।

ପୀଡ଼ିତା ଜଣକ ହୋଟେଲକୁ ଯାଉଥିବାବେଳେ ଅନ୍ଧାରରେ ଏକୁଟିଆ ଦେଖି ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ।

ପୋଲିସଙ୍କ କହିବା ଅନୁସାରେ ପୀଡ଼ିତା ଦୁଷ୍କର୍ମକାରୀମାନଙ୍କୁ ଚିହ୍ନିପାରୁନାହାନ୍ତି। ପୋଲିସ୍ ଅପରାଧ ଘଟିଥିବା ସ୍ଥଳରେ ସକ୍ରିୟ ଥିବା ମୋବାଇଲ ଫୋନକୁ ସ୍କାନ୍ କରୁଅଛି।

ପୂର୍ବରୁ ୨୦୧୮ମସିହା ମେ ମାସରେ କୁଲ୍ଲୁରେ ଜାପାନୀ ପର୍ଯ୍ୟଟକ ଡ୍ରାଇଭରଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ୨୦୧୬ମସିହାରେ ଇସ୍ରାଏଲର ଜଣେ ପର୍ଯ୍ୟଟକ ନିର୍ଯ୍ୟାତିତ ହୋଇଥିଲେ। ୨୦୧୩ମସିହାରେ ମନାଲିରେ ଜଣେ ଆମେରିକୀୟ ପର୍ଯ୍ୟଟକ ଜଣେ ଟ୍ରକ୍ ଡ୍ରାଇଭର ଏବଂ ତାଙ୍କର ଦୁଇ ଜଣ ନେପାଳି ସହଯୋଗୀଙ୍କ ଦ୍ବାରା



from News7 https://ift.tt/2CIfXWy
ମନାଲିରେ ୩୨ବର୍ଷ ବୟସ୍କା ରୁଷିଆ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ମନାଲିରେ ୩୨ବର୍ଷ ବୟସ୍କା ରୁଷିଆ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.