ଖୋର୍ଦ୍ଧା ୨୭|୧୦: ଖୋର୍ଦ୍ଧାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଖୋର୍ଦ୍ଧା ନୂଆମେଡିକାଲ ନିକଟ ଜୋର ପାଖରେ ଥିବା ଏକ ଭଡା ଘରୁ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଖୋର୍ଦ୍ଧା ଥାନା ଅନ୍ତର୍ଗତ ଭୋଗଡା ଗାଁର। ୨୦ଦିନ ହେବ ସେ ଏଠାରେ ଭଡାରେ ରହୁଥିଲେ । ଖୋର୍ଦ୍ଧା ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପାରିବାରିକ କଳହକୁ ନେଇ ମୃତକ ମାନସ ଦାସ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।
from News7 https://ift.tt/2qbIH2u
ଖୋର୍ଦ୍ଧାରେ ଏକ ଭଡା ଘରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Reviewed by SUBHENDU BARAL
on
October 27, 2018
Rating:
No comments: