ଦାଦାଙ୍କୁ ମାରି ଦେଲେ ଦୁଇ ପୁତୁରା

dead-body

ମୁନିଗୁଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା କୁଲେରିପେଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।

ଜଣେ ବ୍ୟକ୍ତିଙ୍କୁ ତାଙ୍କ ଦୁଇ ପୁତୁରା କାଠ ଫାଳିଆ ପିଟି ମାରି ଦେଇଛନ୍ତି। ତାଙ୍କ ନାଁ କାତରା ସିକକା।

ପୁଲିସ୍‌ ଦୁଇ ଅଭିଯୁକ୍ତ- ଟଣିଆ ସିକକା ଓ ଲୁକେ ସିକକାଙ୍କୁ ଗିରଫ କରିଛି।

ଘରୋଇ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।



from Odisha Reporter
ଦାଦାଙ୍କୁ ମାରି ଦେଲେ ଦୁଇ ପୁତୁରା ଦାଦାଙ୍କୁ ମାରି ଦେଲେ ଦୁଇ ପୁତୁରା Reviewed by SUBHENDU BARAL on October 16, 2018 Rating: 5

No comments:

Powered by Blogger.