ତୃତୀୟ ଦିନିକିଆ : ଭାରତ ଆଗରେ ୨୮୪ ରନର ଲକ୍ଷ୍ୟ, ବୁମରାହଙ୍କୁ ସର୍ବାଧିକ ୪ଟି ୱିକେଟ

ପୁଣେ;୨୭/୧୦- ପୁଣେଠାରେ ଚାଲିଥିବା ତୃତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ  କରି  ଓ୍ଵେଷ୍ଟଇଣ୍ଡିଜ ୯ ଉଇକେଟ ହରାଇ ସମୁଦାୟ୨୮୩ ରନ କରିଛି । ଭାରତ ଆଗରେ ୨୮୪ ରନର ଲକ୍ଷ୍ୟ ରହିଛି  । ଓ୍ଵେଷ୍ଟଇଣ୍ଡିଜର ଉଇକେଟ କିପର ହୋପେ ସର୍ବାଧିକ ୯୫ ରନ୍ କରିଥିଲେ ।  ଅପରପକ୍ଷରେ ଭାରତୀୟ ବୋଲରମାନଂକ ମଧ୍ୟରୁ ଯଶପ୍ରୀତ୍ ବୁମରାହ ସର୍ବାଧିକ ୪ଟି ଉଇକେଟ ନେଇଥିବା ବେଳେ କେଦାର ଯାଦବଂକୁ ୨ଟି ଉଇକେଟ ମିଳିଥିଲା । ଭୁବନେଶ୍ଵର କୁମାର, ଖଲିଲ ଅହମ୍ମଦ ଏବଂ ୟୁଜେବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଉଇକେଟ ହାସଲ କରିଥିଲେ ।  ଆଜି ଟସ ଜିତି ଭାରତ ପ୍ରଥମେ ପିଲ୍ଡିଂ ନେଇଥିଲା । ଭାରତ ପ୍ରଥମ ଦିନିକିଆରେ ୮ ୱିକେଟରେ ବିଜୟୀ ହୋଇଥିଲା । ତେବେ ଦ୍ବିତୀୟ ଦିନିକିଆ ଡ୍ର ହୋଇଯାଇଥିଲା ।



from News7 https://ift.tt/2OaGrly
ତୃତୀୟ ଦିନିକିଆ : ଭାରତ ଆଗରେ ୨୮୪ ରନର ଲକ୍ଷ୍ୟ, ବୁମରାହଙ୍କୁ ସର୍ବାଧିକ ୪ଟି ୱିକେଟ ତୃତୀୟ ଦିନିକିଆ : ଭାରତ ଆଗରେ ୨୮୪ ରନର ଲକ୍ଷ୍ୟ, ବୁମରାହଙ୍କୁ ସର୍ବାଧିକ ୪ଟି ୱିକେଟ Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.