ମହାଷ୍ଟମୀରେ ଚଳଚଞ୍ଚଳ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠ ; ସୁନାରୂପାରେ ସୁସଜ୍ଜିତ ହୋଇଛନ୍ତି ମାଆ ଚର୍ଚ୍ଚିକା

ବାଙ୍କୀ ୧୬|୧୦: ପବିତ୍ର ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠ । ମହାଷ୍ଟମୀରେ ସ୍ବତନ୍ତ୍ର ରୀତିନୀତିରେ ପୂଜାପାଠ ସହ ସୁନାରୂପାରେ ମାଆଙ୍କୁ ସୁସଜ୍ଜିତ କରାଯାଇଛି। ଆଜିର ଦିନ ମାଆଙ୍କ ପୀଠରେ ବଡ ପର୍ବ । ଆଜିର ଦିନରେ ମାଆଙ୍କ ଦର୍ଶନ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ମାଆଙ୍କ ପୀଠରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଭିଡକୁ ଦୃଷ୍ଟି ରଖି ପ୍ରଶାସନ ପକ୍ଷରୁ ସୁରକ୍ଷ ବ୍ୟବସ୍ଥା ଗ୍ରହଣ କରାଯାଇଛି ।



from News7 https://ift.tt/2PxHAW4
ମହାଷ୍ଟମୀରେ ଚଳଚଞ୍ଚଳ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠ ; ସୁନାରୂପାରେ ସୁସଜ୍ଜିତ ହୋଇଛନ୍ତି ମାଆ ଚର୍ଚ୍ଚିକା ମହାଷ୍ଟମୀରେ ଚଳଚଞ୍ଚଳ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠ ; ସୁନାରୂପାରେ ସୁସଜ୍ଜିତ ହୋଇଛନ୍ତି ମାଆ ଚର୍ଚ୍ଚିକା Reviewed by SUBHENDU BARAL on October 16, 2018 Rating: 5

No comments:

Powered by Blogger.