ଗହ୍ବାଟୀ ୨୧|୧୦: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆଜି ଗୁଆହାଟିର ବର୍ଷାପରା ଷ୍ଟାଡିୟମରରେ ଖେଳାଯାଉଛି। ବର୍ଷାପରା ଷ୍ଟାଡିୟମରେ କୌଣିସ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବାରେ ଏହା ହେଉଛି ପ୍ରଥମ। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ବ୍ୟାଟିଂ ଆମନ୍ତ୍ରଣ ପାଇ ୱେଷ୍ଟଇଣ୍ଡିଜ ପାଳି ଆରମ୍ଭ କରିଛି । ଆଜି ଭାରତ ଚୂଡାନ୍ତ ଏକାଦଶରେ ତିନି ଜଣ ସିମର ଏବଂ ଦୁଇଜଣ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଇଛି। ଚୁଡାନ୍ତ ଏକାଦଶରୁ ବାଦ୍ ପଡିଛନ୍ତି ରିଷ୍ଟ ସ୍ପିନର କୁଳଦିପ ଯାଦବ। ରିଷଭ ପନ୍ତଙ୍କୁ ଚୂଡାନ୍ତ ଏକାଦଶେ ସାମିଲ କରାଯାଇଛି।
from News7 https://ift.tt/2CyEFZF
ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ଟସ ଜିତି ଭାରତ ନେଲା ବୋଲିଂ, ଋଷଭ ପନ୍ଥ ଦଳରେ ସାମିଲ
Reviewed by SUBHENDU BARAL
on
October 21, 2018
Rating:
No comments: