କେମିତି ହେଲା ସିମୁଳିଆ ବିଡ଼ିଓ ବିଶ୍ବରଂଜନ ମହାନ୍ତିଙ୍କ ମୃତ୍ୟୁ ? Manoranjan Behera

ବିତିଲା ୨୪ ଘଣ୍ଟା । ହେଲେ ବାଲେଶ୍ୱର ସିମୁଳିଆ ବିଡ଼ିଓ ବିଶ୍ୱରଂଜନ ମହାନ୍ତିଙ୍କ କେମିତି ହେଲା ମୃତ୍ୟୁ, ଏଯାଏଁ ସାମ୍ନାକୁ ଆସିପାରୁନି ସତ । ଯଦି ବି ସେ ଆତ୍ମହତ୍ୟା କରିଛନ୍ତି, ତା’ପଛର ରହସ୍ୟ ଉପରୁ ପରଦା ହଟୁନି । କିଏ କହୁଛନ୍ତି, କାର୍ଯ୍ୟ ଚାପରୁ ବିଷାଦଗ୍ରସ୍ତ ଥିଲେ ତ ଆଉ କିଏ ଏହି ରହସ୍ୟଜନକ ମୃତ୍ୟୁ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ।



from Latest Odisha News, Breaking News Today | Top Updates on Corona - OTV News https://ift.tt/Q0YmCRd
କେମିତି ହେଲା ସିମୁଳିଆ ବିଡ଼ିଓ ବିଶ୍ବରଂଜନ ମହାନ୍ତିଙ୍କ ମୃତ୍ୟୁ ? Manoranjan Behera କେମିତି ହେଲା ସିମୁଳିଆ ବିଡ଼ିଓ ବିଶ୍ବରଂଜନ ମହାନ୍ତିଙ୍କ ମୃତ୍ୟୁ ? Manoranjan Behera Reviewed by SUBHENDU BARAL on January 12, 2024 Rating: 5

No comments:

Powered by Blogger.