ବିପୁଳ ଟଙ୍କା ଜବତ ପରେ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କଲେ ଗୃହମନ୍ତ୍ରୀ ଅମିତ ଶାହା । କହିଲେ ଭୟଭୀତ ଥିବାରୁ ତଦନ୍ତକାରୀ ସଂସ୍ଥା ବିରୋଧରେ ଆଣୁଥିଲେ ଅଭିଯୋଗ । Kanak News

କନକ ବ୍ୟୁରୋ: କଂଗ୍ରେସ ସାଂସଦଙ୍କ ଠାରୁ ଏତେ ପରିମାଣରେ ଟଙ୍କା ଜବତ ହେବା ଘଟଣାକୁ ନେଇ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଛନ୍ତି, ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜଣେ ସାଂସଦଙ୍କ ଘରୁ ଏତେ ପରିମାଣର ଟଙ୍କା ଜବତ କରାଯାଇଛି । କଂଗ୍ରେସ ଘଟଣାକୁ ନେଇ ଚୁପ୍ ରହିବା ସ୍ୱାଭବିକ କିନ୍ତୁ ଇଣ୍ଡିଆ ମେଣ୍ଟରେ ଥିବା ଅନ୍ୟ ଦଳମାନେ କାହିଁକି ଚୁପ୍ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶାହା । ତଦନ୍ତକାରୀ ସଂସ୍ଥା ଚଢାଉ ନେଇ ବିରୋଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରୁଥିଲେ । ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ହେଉଥିବା କହୁଥିଲେ । କାରଣ ସେମାନେ ଭୟଭୀତ ଥିଲେ ବୋଲି କହିଛନ୍ତିି ଗୃହମନ୍ତ୍ରୀ ।
The post ବିପୁଳ ଟଙ୍କା ଜବତ ପରେ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କଲେ ଗୃହମନ୍ତ୍ରୀ ଅମିତ ଶାହା । କହିଲେ ଭୟଭୀତ ଥିବାରୁ ତଦନ୍ତକାରୀ ସଂସ୍ଥା ବିରୋଧରେ ଆଣୁଥିଲେ ଅଭିଯୋଗ । first appeared on Kanak News.
from Kanak News https://ift.tt/ybm8rS0 https://ift.tt/vHu74Kg
ବିପୁଳ ଟଙ୍କା ଜବତ ପରେ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କଲେ ଗୃହମନ୍ତ୍ରୀ ଅମିତ ଶାହା । କହିଲେ ଭୟଭୀତ ଥିବାରୁ ତଦନ୍ତକାରୀ ସଂସ୍ଥା ବିରୋଧରେ ଆଣୁଥିଲେ ଅଭିଯୋଗ । Kanak News
Reviewed by SUBHENDU BARAL
on
December 10, 2023
Rating:
No comments: