ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଯନ୍ତ୍ରଣା ଏବଂ ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଶ୍ରୀ ମନ୍ଦିର ପ୍ରଶାସନ ଓ ସରକାରଙ୍କୁ ପ୍ରସ୍ତାବ ଦେଇ କହିଛନ୍ତି, ଐତିହ ରକ୍ଷା କରି ପରିକ୍ରମା ପ୍ରକଳ୍ପ ହେଉ, କାମ ପାଇଁ ଗୋଟିଏ ଦ୍ୱାର ବନ୍ଦ ରଖି ଆଉ ୩ଟି ଦ୍ୱାର ତୁରନ୍ତ ଖୋଲାଯାଉ । ବିଶ୍ୱଭୂଷଣଙ୍କ ଏମିତି ମନ୍ତବ୍ୟ ପେର ତେଜିଛି ରାଜ୍ୟ ରାଜନୀତି ।
from Latest Odisha News, Breaking News Today | Top Updates on Corona - OTV News https://ift.tt/C1qsjpD
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଯନ୍ତ୍ରଣା Satyendu Shekher Mishra
Reviewed by SUBHENDU BARAL
on
November 20, 2023
Rating:
No comments: