ଜଳିଗଲା ତେଲ ବୋଝେଇ କଣ୍ଟେନର ସହ ଦୁଇଟି ଟ୍ରକ୍ । ୩ ଘଣ୍ଟା ନାକେଦମ୍ ହେବା ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଅଧିକାରୀ । Kanak News

କନକ ବ୍ୟୁରୋ: ଜଳିଗଲା ତେଲ ବୋଝେଇ କଣ୍ଟେନର । ଏହା ସହ ଦୁଇଟି ଟ୍ରକ୍ ମଧ୍ୟ ଜଳିଯାଇଛି । ପାରାଦୀପ ଲକଥାନା ଅଧିନ ପିପିଏଲ୍ ଛକ ନିକଟ ଏକ ଗ୍ୟାରେଜ୍ରେ ଏଭଳି ଘଟଣା ଘଟିଛି । ବିଳମ୍ବିତ ରାତିରେ କଣ୍ଟେନର ସମେତ ଦୁଇଟି ଟ୍ରକ୍ ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କଣ୍ଟେନର ଭିତରେ ଚୋରା ଡିଜେଲ ଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ପାରଦୀପ ଓ କୁଜଙ୍ଗର ୬ଟି ଦମକଳ ନିୟୋଜିତ ହୋଇଥିଲା । ଦୀର୍ଘ ତିନି ଘଂଟା ପରେ ନିଆଁ ଆୟତ୍ତ ହୋଇଥିଲା । କଣ୍ଟେନରରେ ଥିବା ଚୋରା ତେଲ ସଂପର୍କରେ ତଦନ୍ତ କରୁଛି ପୋଲିସ ।

The post ଜଳିଗଲା ତେଲ ବୋଝେଇ କଣ୍ଟେନର ସହ ଦୁଇଟି ଟ୍ରକ୍ । ୩ ଘଣ୍ଟା ନାକେଦମ୍ ହେବା ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଅଧିକାରୀ । first appeared on Kanak News.



from Kanak News https://ift.tt/FXCvGqZ https://ift.tt/e4TNSQh
ଜଳିଗଲା ତେଲ ବୋଝେଇ କଣ୍ଟେନର ସହ ଦୁଇଟି ଟ୍ରକ୍ । ୩ ଘଣ୍ଟା ନାକେଦମ୍ ହେବା ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଅଧିକାରୀ । Kanak News ଜଳିଗଲା ତେଲ ବୋଝେଇ କଣ୍ଟେନର ସହ ଦୁଇଟି ଟ୍ରକ୍ । ୩ ଘଣ୍ଟା ନାକେଦମ୍ ହେବା ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଅଧିକାରୀ । Kanak News Reviewed by SUBHENDU BARAL on November 21, 2023 Rating: 5

No comments:

Powered by Blogger.