ଭୁବନେଶ୍ୱର ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଜଘନ୍ୟକାଣ୍ଡ । ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ Kanak News

କନକ ବ୍ୟୁରୋ : ଭୁବନେଶ୍ୱର ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଜଘନ୍ୟକାଣ୍ଡ । ୩ ବର୍ଷର ଶିଶୁ କନ୍ୟାକୁ ତଣ୍ଟି କାଟି ହତ୍ୟା ଅଭିଯୋଗ । ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହି ବସ୍ତିର ଜଣେ ଯୁବକ ଏପରି କାଣ୍ଡ ଘଟଣାଇଥିବା ଜଣାପଡ଼ିଛି । ହେଲେ ଅଭିଯୁକ୍ତ ପଡୋଶୀ ସ୍ଥାନୀୟ ଲୋକଙ୍କୁ ଚକମା ଦେଇ ଫେରାର ହୋଇଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଓ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ।

The post ଭୁବନେଶ୍ୱର ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଜଘନ୍ୟକାଣ୍ଡ । ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ first appeared on Kanak News.



from Kanak News https://ift.tt/QlgEr05 https://ift.tt/ehukAKb
ଭୁବନେଶ୍ୱର ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଜଘନ୍ୟକାଣ୍ଡ । ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ Kanak News ଭୁବନେଶ୍ୱର ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଜଘନ୍ୟକାଣ୍ଡ । ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ Kanak News Reviewed by SUBHENDU BARAL on November 06, 2023 Rating: 5

No comments:

Powered by Blogger.