ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଭୋର ଉଠି ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ । ନଦୀ, ନାଳ, ପୁଷ୍କରିଣୀରେ ଜମିଲା ଭିଡ, ଆ-କା-ମା-ବୈ ଧ୍ୱନୀରେ କମ୍ପିଲା ପରିବେଶ । Kanak News

କନକ ବ୍ୟୁରୋ: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ସାରା ଓଡ଼ିଶା । ଭୋର ଭୋରୁ ହଜାର ହଜାର ଶଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ଭୁବନେଶ୍ୱର ବିନ୍ଦୁସାଗରରେ ଶ୍ରଦ୍ଧାଳକୁ ମାନେ ଭୋର ୪ ଟାରୁ ଉଠି ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି ।

ବିଶ୍ୱାସ ରହିଛି ବର୍ଷକରେ ଥରେ ଏହି ଦିନରେ ସ୍ନାନ କରି ଡଙ୍ଗା ଭସାଇଲେ ପୂଣ୍ୟ ମିଳିଥାଏ । ଯେଉଁଥିପାଇଁ ଲୋକେ ଡଙ୍ଗାରେ ପାନ, ଗୁଆର ଥୋଇ ଧରମ ମାସରେ ଡଙ୍ଗା ଭସାଉଛନ୍ତି । ଭିଡକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର, ଚନ୍ଦ୍ରଭାଗା ଆଦି ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

The post ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଭୋର ଉଠି ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ । ନଦୀ, ନାଳ, ପୁଷ୍କରିଣୀରେ ଜମିଲା ଭିଡ, ଆ-କା-ମା-ବୈ ଧ୍ୱନୀରେ କମ୍ପିଲା ପରିବେଶ । first appeared on Kanak News.



from Kanak News https://ift.tt/3VgnODW https://ift.tt/4SatZn1
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଭୋର ଉଠି ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ । ନଦୀ, ନାଳ, ପୁଷ୍କରିଣୀରେ ଜମିଲା ଭିଡ, ଆ-କା-ମା-ବୈ ଧ୍ୱନୀରେ କମ୍ପିଲା ପରିବେଶ । Kanak News ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଭୋର ଉଠି ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ । ନଦୀ, ନାଳ, ପୁଷ୍କରିଣୀରେ ଜମିଲା ଭିଡ, ଆ-କା-ମା-ବୈ ଧ୍ୱନୀରେ କମ୍ପିଲା ପରିବେଶ । Kanak News Reviewed by SUBHENDU BARAL on November 26, 2023 Rating: 5

No comments:

Powered by Blogger.