ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ ନୀତି । ମହିଳାମାନେ ସଂକଳ୍ପ କରି ଆରମ୍ଭ କଲେ କାର୍ତ୍ତିିକ ବ୍ରତ । ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । Kanak News

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତିକ ନୀତି । ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଆଜିଠାରୁ ମଧ୍ୟ ମହାପ୍ରଭୁଙ୍କ ନିକଟରେ ବାଳଭୋଗ ନୀତି ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରରେ ମହିଳାମାନେ ସଂକଳ୍ପ କରି କାର୍ତିକ ବ୍ରତ ଆରମ୍ଭ କରିଛନ୍ତି ।
ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ ଦ୍ୱାରଫିଟା ନିତି ସମ୍ପର୍ଣ୍ଣ ହୋଇ ଚାଲିଛି ଅନ୍ୟାନ୍ୟ ନୀତି । ଅବକାଶ ନୀତି ବଢିବା ପରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଅନୁଷ୍ଠିତ ହେବାପରେ ଭକ୍ତ ମାନେ ବେଶ ଦର୍ଶନ କରିବାର ସୁଯୋଗ ପାଉଛନ୍ତି ।
The post ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ ନୀତି । ମହିଳାମାନେ ସଂକଳ୍ପ କରି ଆରମ୍ଭ କଲେ କାର୍ତ୍ତିିକ ବ୍ରତ । ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । first appeared on Kanak News.
from Kanak News https://ift.tt/BPsU8Za https://ift.tt/YZqgbvs
ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ ନୀତି । ମହିଳାମାନେ ସଂକଳ୍ପ କରି ଆରମ୍ଭ କଲେ କାର୍ତ୍ତିିକ ବ୍ରତ । ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । Kanak News
Reviewed by SUBHENDU BARAL
on
October 24, 2023
Rating:
No comments: