Today Panchang 26th May 2023: ଜାଣନ୍ତୁ ଆଜିର ଶୁଭ ବେଳା, ଏହି ସମୟରେ ଶୁଭ କାର୍ଯ୍ୟ କରନ୍ତୁ... Pallipuspa Samal
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ଚନ୍ଦ୍ର – କର୍କଟ ରାତ୍ରି ୦୮.୪୯ ଗତେ ସିଂହ ,ତିଥି – ୬ଷ୍ଠୀ ପ୍ରାତଃ ୦୫.୧୯ ଗତେ ୭ମୀ,ଘାତ ଚନ୍ଦ୍ର – ରାତ୍ରି ୦୮.୪୯ ଗତେ କର୍କଟ ଓ ମକର ,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ପ୍ରାତଃ ୦୫.୧୯ ଗତେ ୧ ପାଦ- ପଶୁସମ୍ପଦ ନାଶ - ଅନ୍ନଦାନ
ଶୁଭ ସମୟ:
ପ୍ରାତଃ ୦୬.୦୪ ରୁ ୦୬.୫୬
ଦିବା ୧୨.୦୯ ରୁ ୦୨.୪୬
ଦିବା ୦୬.୧୫ ରୁ ୦୮.୨୬
ରାତ୍ରି ୧୨.୪୪ ରୁ ୦୫.୧୧
ଅଶୁଭ ସମୟ:
ଋାହୁକାଳ – ଦିବା ୧୦.୦୫ ରୁ ୧୧.୪୩
କାଳବେଳା – ଦିବା ୧୦.୦୫ ରୁ ୧୧.୪୩
ବାରବେଳା – ଦିବା ୦୮.୨୭ ରୁ ୧୦.୦୫
କାଳରାତ୍ରି – ରାତ୍ରି ୦୮.୫୯ ରୁ ୧୦.୨୧
from Latest Odisha News, Breaking News Today | Top Updates on Corona - OTV News https://ift.tt/IagK5kG
Today Panchang 26th May 2023: ଜାଣନ୍ତୁ ଆଜିର ଶୁଭ ବେଳା, ଏହି ସମୟରେ ଶୁଭ କାର୍ଯ୍ୟ କରନ୍ତୁ... Pallipuspa Samal
Reviewed by SUBHENDU BARAL
on
May 25, 2023
Rating:
No comments: