Today Panchang 19th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ପୂଜା Tanmay Kumar Mahalik

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଦିବା ୦୧.୩୫ ଗତେ ବୃଷ । ତିଥି – ଅମାବାସ୍ୟା ରାତ୍ରି ୦୯.୨୩ ଗତେ ପ୍ରତିପଦ । ଘାତ ଚନ୍ଦ୍ର– ମେଷ ଦିବା ୦୧.୩୫ ଗତେ ବିଛା । ଘାତ ବାର – ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ– ପ୍ରାତଃ ୦୭.୨୯ ଗତେ ୧ ପାଦ- କୁଟୁମ୍ଭହାନୀ- ତିଳକାଞ୍ଜନ ଦାନ ।

 

ଶୁଭ ସମୟ

ପ୍ରାତଃ ୦୬.୦୫ରୁ ୦୬.୫୭

ଦିବା ୧୨.୦୯ରୁ ୦୨.୪୫

ସନ୍ଧ୍ୟା ୦୬.୧୨ରୁ ୦୮.୨୪

ରାତ୍ରି ୧୨.୪୯ରୁ ୦୩.୦୧

ରାତ୍ରି ୦୩.୪୫ରୁ ୦୫.୧୩

 

ଅଶୁଭ ସମୟ

ଋାହୁକାଳ – ଦିବା ୧୦.୦୫ରୁ ୧୧.୪୩

କାଳବେଳା – ଦିବା ୧୦.୦୫ରୁ ୧୧.୪୩

ବାରବେଳା – ଦିବା ୦୮.୨୪ରୁ ୧୦.୦୫

କାଳରାତ୍ରି – ରାତ୍ରି ୦୮.୫୮ରୁ ୧୦.୨୦



from Latest Odisha News, Breaking News Today | Top Updates on Corona - OTV News https://ift.tt/tKqaRQ0
Today Panchang 19th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ପୂଜା Tanmay Kumar Mahalik Today Panchang 19th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ପୂଜା Tanmay Kumar Mahalik Reviewed by SUBHENDU BARAL on May 18, 2023 Rating: 5

No comments:

Powered by Blogger.