ବିଧାତା ଖେଳିଛି ଭିନ୍ନ ଖେଳ, ଦୃଷ୍ଟିବାଧିତ ପୁଅର ଭାର ବୋହୁଛନ୍ତି ବୁଢ଼ା ବାପାମାଆ Satyendu Shekher Mishra

ନିଜ ଦୃଷ୍ଟିଶକ୍ତି ବାଧିତ ପିତାମାତାଙ୍କୁ କାନ୍ଧରେ ବୋହି ଆଦର୍ଶ ପୁଅର ପରିଚୟ ଦେଇଥିଲେ ପୌରାଣିକ ଚରିତ୍ର ଶ୍ରବଣ କୁମାର । ହେଲେ ଏଠି ବିଧାତା ଖେଳିଛି ଭିନ୍ନ ଏକ ଖେଳ । ବୁଢ଼ା ବାପାମାଆ କାନ୍ଧରେ ଲଦି ଦେଇଛି ଦୃଷ୍ଟିବାଧିତ ପୁଅର ଭାର । ଯାହାଙ୍କ ପାଇଁ ନିଜେ ଅଣ୍ଟା ସଳଖି ଚାଲିବା କାଠିକର ପାଠ, ସେମାନଙ୍କ ପିଠିରେ ଏବେ ଚିନ୍ତାର ପାହାଡ଼ । ଚିନ୍ତା ପେଟକୁ ନେଇ ଆଉ ତାଠୁ ବଳି ପୁଅକୁ ନେଇ ।



from Latest Odisha News, Breaking News Today | Top Updates on Corona - OTV News https://ift.tt/rZc1Dek
ବିଧାତା ଖେଳିଛି ଭିନ୍ନ ଖେଳ, ଦୃଷ୍ଟିବାଧିତ ପୁଅର ଭାର ବୋହୁଛନ୍ତି ବୁଢ଼ା ବାପାମାଆ Satyendu Shekher Mishra ବିଧାତା ଖେଳିଛି ଭିନ୍ନ ଖେଳ, ଦୃଷ୍ଟିବାଧିତ ପୁଅର ଭାର ବୋହୁଛନ୍ତି ବୁଢ଼ା ବାପାମାଆ Satyendu Shekher Mishra Reviewed by SUBHENDU BARAL on September 07, 2022 Rating: 5

No comments:

Powered by Blogger.