ଏଥର କଟକ ଦୁର୍ଗା ମେଢ଼ ଭସାଣି ବେଳେ ସବୁ ମେଢ଼ରେ ଲାଗିବ GPS । ଭସାଣି ବେଳେ କେଉଁ ମେଢ କେଉଁଠି ଅଟକିଛି ଜାଣିବାକୁ ଲଗାଯିବ GPS । ଏହାସହ ଶୃଙ୍ଖଳିତ ପୂଜା କମିଟିକୁ କମିଶନରେଟ୍ ପୋଲିସ ପକ୍ଷରୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି । ଏନେଇ ସବୁ ପୂଜାକମିଟି ଓ ଶାନ୍ତି କମିଟି ସହ କମିଶନରେଟ୍ ପୋଲିସ୍ର ବୈଠକ ବୈଠକ ବେଳେ ଆଲୋଚନା ସାରିଛି । ତେବେ ଏହି ନୂଆ ନିଷ୍ପତ୍ତି ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ବୈଠକ ସରିବା ପରେ ସେ ଏହା କହିଛନ୍ତି ।
from Latest Odisha News, Breaking News Today | Top Updates on Corona - OTV News https://ift.tt/bnDgiOS
ଏଥର କଟକ ଦୁର୍ଗା ଭସାଣୀ ବେଳେ ଲାଗିବ GPS Satyendu Shekher Mishra
Reviewed by SUBHENDU BARAL
on
September 06, 2022
Rating:
No comments: