ଓଡିଶା ଜଗରନଟ୍ସ ଟିମ୍କୁ ପାରମ୍ପରିକ ଢଙ୍ଗରେ ଦିଆଯାଉଛି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଖେଳାଳିଙ୍କୁ ସ୍ୱାଗତ କରାଯାଇଛି। ପୁଣେରେ ହୋଇଥିବା ଅଲଟିମେଟ୍ ଖୋ ଖୋ ର ପ୍ରଥମ ସଂସ୍କରଣରେ ଚାମ୍ପିଅନ୍ ହୋଇଛି ଓଡିଶା ଜଗରନଟ୍ସ। ଫାଇନାଲରେ ତେଲଗୁ ଯୋଦ୍ଧାସକୁ ୪୬-୪୫ରେ ମାତ୍ ଦେଇ ଟ୍ରଫି ହାତେଇଛି ଓଡ଼ିଶା ଟିମ୍।
from Latest Odisha News, Breaking News Today | Top Updates on Corona - OTV News https://ift.tt/LmFxIq1
from Latest Odisha News, Breaking News Today | Top Updates on Corona - OTV News https://ift.tt/LmFxIq1
ଭୁବନେଶ୍ୱରରେ ପହଞ୍ଚିଲେ ଅଲଟିମେଟ୍ ଖୋ ଖୋ ଚାମ୍ପିଅନ୍ Chandan Shishu
Reviewed by SUBHENDU BARAL
on
September 05, 2022
Rating:
No comments: