ସୁର ଭାଇ ମୁଣ୍ଡଳୀ ମାଛ କିଣିଲ ଟି ? Pallipuspa Samal

ଏ ପିଲେ ପାଖେଇ ଯା… ଆମ ସୁର ଭାଇ ଆସିଲେଣି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବେ… ଆଲୋ ହେ… ଏଠି ବନ୍ୟା ବିପନ୍ନଙ୍କୁ ଭେଟୁଛ ନା ମୁଣ୍ଡଳି ବୁଲି ସେଲ୍ଫି ନେଉଛି? ହଉ ନିଅ, ମୁଣ୍ଡଳୀ ମାଛ କିଲେ ବି ନେଇଯା ଆଉ…



from Latest Odisha News, Breaking News Today | Top Updates on Corona - OTV News https://ift.tt/z9eaXM2
ସୁର ଭାଇ ମୁଣ୍ଡଳୀ ମାଛ କିଣିଲ ଟି ? Pallipuspa Samal ସୁର ଭାଇ ମୁଣ୍ଡଳୀ ମାଛ କିଣିଲ ଟି ? Pallipuspa Samal Reviewed by SUBHENDU BARAL on August 19, 2022 Rating: 5

No comments:

Powered by Blogger.