
କନକ ବ୍ୟୁରୋ : ଖୋର୍ଦ୍ଧାର ରାଜୁଆ ନଦୀରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି । ତିରିମଲ ନିକଟରେ ଏହି ବଡ ଘାଇ ସୃଷ୍ଟି ହୋଇଛି । ଏବେ ଘାଇରେ ପ୍ରବଳ ବେଗରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏହି ଘାଇ ଦେଇ ପ୍ରଚୁର ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ରାତିରେ ଖୋର୍ଦ୍ଧା ଜିଲ୍ଲାର ଶରଧାପୁର, ଅଣ୍ଡା, ଅଁଳାଯୋଡି, ଧବଳପୁର ଗାଁ ପ୍ରଭାବିତ ହେବା ସମ୍ଭାବନା ରହିଛି । ସେପଟେ ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରୟାସ ଆରମ୍ଭ ହୋଇଛି ।
The post ଖୋର୍ଦ୍ଧାର ରାଜୁଆ ନଦୀରେ ୧୦୦ ଫୁଟର ଘାଇ : ତିରିମଲ ନିକଟରେ ଏକ ବଡ ଘାଇ ଦେଇ ପ୍ରବାହିତ ହେଉଛି ବନ୍ୟା ଜଳ first appeared on Kanak News.
from Kanak News https://ift.tt/a2xCGTF https://ift.tt/7LmzAGe
ଖୋର୍ଦ୍ଧାର ରାଜୁଆ ନଦୀରେ ୧୦୦ ଫୁଟର ଘାଇ : ତିରିମଲ ନିକଟରେ ଏକ ବଡ ଘାଇ ଦେଇ ପ୍ରବାହିତ ହେଉଛି ବନ୍ୟା ଜଳ Kanak News
Reviewed by SUBHENDU BARAL
on
August 16, 2022
Rating:
No comments: