ସ୍ୱାଧୀନତା ଦିବସ ନେଇ ରାଜ୍ୟର ପୁରପଲ୍ଲୀ ଉତ୍ସବମୁଖର : ଇଡକୋ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ Kanak News

କନକ ବ୍ୟୁରୋ : ସ୍ୱାଧୀନତା ଦିବସ ଅବସରରେ ରାଜ୍ୟରେ ମଧ୍ୟରେ ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରାଜଧାନୀର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ଏହା ସହ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ‘ଅହିଂସା ରଥ‘ର ରାଜ୍ୟବ୍ୟାପୀ ପରିକ୍ରମାର ଶୁଭାରମ୍ଭ କରିବେ ନବୀନ ।

The post ସ୍ୱାଧୀନତା ଦିବସ ନେଇ ରାଜ୍ୟର ପୁରପଲ୍ଲୀ ଉତ୍ସବମୁଖର : ଇଡକୋ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ first appeared on Kanak News.



from Kanak News https://ift.tt/aMuAJSk https://ift.tt/BGNF5Cn
ସ୍ୱାଧୀନତା ଦିବସ ନେଇ ରାଜ୍ୟର ପୁରପଲ୍ଲୀ ଉତ୍ସବମୁଖର : ଇଡକୋ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ Kanak News ସ୍ୱାଧୀନତା ଦିବସ ନେଇ ରାଜ୍ୟର ପୁରପଲ୍ଲୀ ଉତ୍ସବମୁଖର : ଇଡକୋ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ Kanak News Reviewed by SUBHENDU BARAL on August 14, 2022 Rating: 5

No comments:

Powered by Blogger.