ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର । ତିଥି – ୧୨ ଶୀ ଦିବା ୦୮/୩୦ ଗତେ ୧୩ ଶୀ, ଚନ୍ଦ୍ର – ମିଥୁନ ପ୍ରାତଃ ୦୬/୫୬ କର୍କଟ, ଘାତ ଚନ୍ଦ୍ର- କନ୍ୟା ପ୍ରାତଃ ୦୬/୫୬ ପର୍ଯ୍ୟନ୍ତ, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ - ୨ ପାଦ -ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ ଦିବା ୦୮/୩୦ ଗତେ ୧ ପାଦ କୁଟୁମ୍ଭ ହାନି- ତିଳକାଞନ ଦାନ ଦିବା ୦୧/୩୮ ପର୍ଯ୍ୟନ୍ତ
ଶୁଭ ସମୟ-
ପ୍ରାତଃ ୦୫/୩୨ ରୁ ୦୭/୧୩
ଦିବା ୧୦/୧୪ ରୁ ୧୧/୨୩
ଦିବା ୦୧/୫୪ ରୁ ୦୫/୧୪
ସନ୍ଧ୍ୟା ୦୬/୫୦ ରୁ ୧୦/୪୦
ରାତ୍ରି ୦୧/୪୩ ରୁ ୦୨/୪୧
ରାତ୍ରି ୦୪/୦୭ ରୁ ୦୫/୩୩
ଅଶୁଭ ସମୟ-
ଋାହୁକାଳ – ଦିବା ୧୧/୪୮ ରୁ ୦୧/୨୩
କାଳବେଳା - ଦିବା ୦୮/୪୦ ରୁ ୧୦/୧୪
ବାରବେଳା –ଦିବା ୧୧/୪୮ ରୁ ୦୧/୨୩
କାଳରାତ୍ରି - ରାତ୍ରି ୦୨/୪୧ ରୁ ୦୪/୦୭
ଆଜିର ରାଶିଫଳ-
ମେଷ:-
ଅଶ୍ୱନୀ – ସାସାଂରିକ ଅତିଥିଙ୍କ ଆଗମନ ହୋଇପାରେ ।
ଦ୍ୱିଜା – ବାଣିଜ୍ୟରେ ଆତ୍ମବୃଦ୍ଧି ଓ ସଞୟ ହେବ ।
କୃତିକା – ମହିଳା ମାନେ କର୍ମକ୍ଷେତ୍ରରେ ଆଗମନା ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ ।
ବୃଷ:-
କୃତିକା - ଖଳ ପ୍ରକୃତିର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।
ରୋହିଣୀ – ବନ୍ଧୁଙ୍କ ସହିତ ମତଭେଦ ଓ ପୁଞ୍ଜି ବଜାରରେ କ୍ଷତି ହୋଇପାରେ ।
ମୃଗଶିରା –ପ୍ରଶାସନିକ ବିରୋଧି ଦେଖା ଦେଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ ।
ମିଥୁନ:-
ମୃଗଶିରା - ଜୀବନରେ ଲାଗି ରହିଥିବା କଷ୍ଟକୁ ଦୂର କରିବାରେ ଚେଷ୍ଟା କରିବେ ।
ଆଦ୍ରା - ଶିକ୍ଷାତ୍ରି ଅଧୟନ ପ୍ରିୟ ହେବେ ।
ପୁନର୍ବସୁ - ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।
କର୍କଟ:-
ପୁନର୍ବସୁ - ବ୍ୟବସାୟରେ ଆଶାନୂରୂପକ ଫଳ ପାଇବେ ।
ପୁଷ୍ୟା – ପାରିବାରିକ କଷ୍ଟ ଦୂର ହୋଇପାରେ ।
ଅଶ୍ଳେଷା - ଛାତ୍ରଛାତ୍ରୀ ମାନେ ନିଜର କାମ ତୁଲାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଜଳ ସୋତରେ ଭାସୁଥିବା ମାଛଙ୍କୁ ଖାଦ୍ୟ ଦିଅନ୍ତୁ ।
ସିଂହ:-
ମଘା – ସ୍ୱାସ୍ଥ୍ୟରେ ସୁଧାର ଏବଂ କାର୍ଯ୍ୟରେ ସଫଳତା ମିଳିପାରେ ।
ପୂ , ଫାଲଗୁନୀ - କର୍ତୁପକ୍ଷ ଆପଣଙ୍କ ଉପରେ ଖୁସି ରହିବେ ।
ଉ ,ଫାଲଗୁନୀ – ଆଶା ଅଭିଳାଷା ପୂର୍ଣ୍ଣ ହେବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।
କନ୍ୟା:-
ଉ , ଫାଲଗୁନୀ –ପ୍ରାୟତଃ ସବୁରୀ କାର୍ଯ୍ୟରେ ଆଗେଇ ଚାଲିବେ ।
ହସ୍ତା –ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇ ପାରନ୍ତି ।
ଚିତ୍ରା – ଆପଣଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।
ତୁଳା:-
ଚିତ୍ରା – କର୍ମ କ୍ଷେତ୍ରରେ ବିଳମ୍ବ ଯୋଗ ରହିଛି ।
ସ୍ୱାତୀ – ଶତୃଙ୍କର ସଡ ଯନ୍ତ୍ରର ଶିକାର ହୋଇ ପାରନ୍ତି ।
ବିଶାଖା – ଶାରିରୀକ କଷ୍ଟ ଭୋଗିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।
ବିଛା:-
ବିଶାଖା – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇ ଚିନ୍ତାଗ୍ରସ୍ତ ରହିବେ ।
ଅନୁରାଧା –ନାନା ଭାବନା ଓ ଦ୍ୱିଧାଭାବ ଭିତରେ ଗତି କରିପାରନ୍ତି ।
ଜ୍ୟେଷ୍ଠା – ଜୀବିକା କ୍ଷେତ୍ରରେ ଅସନ୍ତୁଷ୍ଟ ଓ ଆର୍ଥିକ ସ୍ଥିତି ଖରାପ ରହିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ ।
ଧନୁ:-
ମୂଳା – ହିସାବ, ନିକାଶ ପାଇଁ ସୁନ୍ଦର ଅବସର ପାଇ ପାରନ୍ତି ।
ପୂ , ଷାଢା – ସହକର୍ମୀଙ୍କ ଠାରୁ ପର୍ଯ୍ୟାପ୍ତ ସହଯୋଗ ପାଇବେ ।
ଉ , ଷାଢା – ଚିନ୍ତାଶୀଳ ବ୍ୟକ୍ତିଙ୍କ ମାଧ୍ୟମରେ କାର୍ଯ୍ୟ ସିଦ୍ଧ ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ।
ମକର:-
ଉ , ଷାଢା - ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେଇ ପାରେ ।
ଶ୍ରବଣା – ଚାକିରୀ ବୃତ୍ତିରେ ଶୃଙ୍ଖଳା ଦେଖାଦେଇ ପାରେ ।
ଧନିଷ୍ଠା – ଇଶ୍ୱରଙ୍କ ପ୍ରତି ଆସ୍ଥା ବଢିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।
କୁମ୍ଭ:-
ଧନିଷ୍ଠା –ଆପଣଙ୍କର ଆତ୍ମବିଶ୍ୱାସ, ଓ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ ।
ଶତଭିଷା – ଲେଖାପଢାରେ ସାଥିଙ୍କ ସାହାର୍ଯ୍ୟ ସହଯୋଗ ମିଳିବ ।
ପୂ , ଭାଦ୍ରପଦ – ବିରୋଧୀ ବନ୍ଧୁତାର ହାତ ବଢାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ ।
ମୀନ:-
ପୂ , ଭାଦ୍ରପଦ - ଉଭୟ ପ୍ରେମ ଓ ସାଂସାରିକ ସୁମଧୁର ସପଂର୍କ ରହିବ ।
ଉ , ଭଦ୍ରପଦ - ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି ।
ରେବତୀ – ଲୋକ କଲ୍ୟାଣ କାର୍ଯ୍ୟ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ ।
Jyotirvid Er Deepak Acharya -0674-3527219,9238397100
from Latest Odisha News, Breaking News Today | Top Updates on Corona - OTV News https://ift.tt/dJD8jvn
No comments: