ଗଣମାଧ୍ୟମ ଉପରେ ବର୍ଷିଲେ ପ୍ରଧାନ ବିଚାରପତି : କହିଲେ ଟିଭି ବିତର୍କରେ ଚାଲୁଛି କଙ୍ଗାରୁ କୋର୍ଟ Kanak News

କନକ ବ୍ୟୁରୋ : ଗଣମାଧ୍ୟମ ଉପରେ ବର୍ଷିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ ଭି ରମନ୍ନା । ଟିଭି ବିର୍ତକଗୁଡିକ କଙ୍ଗାରୁ କୋର୍ଟ ଭାବେ ଚଳାଉଛନ୍ତି ଓ ସୋସିଆଲ ମିଡିଆ ଦେଶକୁ ପଛକୁ ନେଉଥିବା କହିଛନ୍ତି ରମନ୍ନା । ଗଣମାଧ୍ୟମ ପକ୍ଷପାତୀ, ତଥ୍ୟହୀନ, ଉଦ୍ଦେଶ୍ୟମୂଳକ ପ୍ରଚାର କରୁଥିବାକୁ ଯୋଗୁଁ ଏହା ଉପରେ ଅସନ୍ତୋଷ ମଧ୍ୟ ସେ ପ୍ରକାଶ କରିଛନ୍ତି ।

ମୁଖ୍ୟ ବିଚାରପତି କହିଛନ୍ତିି ଅଧିକାଂଶ ଗଣମାଧ୍ୟମ ସାମ୍ପ୍ରଦାୟିକ ହିଂସା ଉପରେ ଅଯଥା ବିର୍ତକ କରିବା ସହ ନିଦ୍ଧିଷ୍ଟ ଦଳ ପାଇଁ କାମ କରୁଛନ୍ତି । ଏଭଳି ସ୍ଥିିତିରେ ବିଚାରପତିମାନଙ୍କୁ ମଧ୍ୟ ନିଷ୍ପତ୍ତି ନେବାରେ ସମସ୍ୟା ହେଉଛି । ଏଥିସହ ରମନ୍ନା କହିଛନ୍ତି ବିଚାରପତିଙ୍କ ବିରୋଧରେ ସୋସିଆଲ ମିଡିଆରେ ଖବର ପ୍ରଚାର କରାଯାଉଛି । ଏହାକୁ ନେଇ ବିଚାରପତିମାନେ ତୁରନ୍ତ ପ୍ରତିକ୍ରିୟା ଦେଉନାହାଁନ୍ତି କିନ୍ତୁ ଏହା ଅର୍ଥ ନୁହେଁ ଯେ ଆମର ଏହା ଦୁର୍ବଳତା ।

The post ଗଣମାଧ୍ୟମ ଉପରେ ବର୍ଷିଲେ ପ୍ରଧାନ ବିଚାରପତି : କହିଲେ ଟିଭି ବିତର୍କରେ ଚାଲୁଛି କଙ୍ଗାରୁ କୋର୍ଟ first appeared on Kanak News.



from Kanak News https://ift.tt/BUu7kS2 https://ift.tt/njTGDOw
ଗଣମାଧ୍ୟମ ଉପରେ ବର୍ଷିଲେ ପ୍ରଧାନ ବିଚାରପତି : କହିଲେ ଟିଭି ବିତର୍କରେ ଚାଲୁଛି କଙ୍ଗାରୁ କୋର୍ଟ Kanak News ଗଣମାଧ୍ୟମ ଉପରେ ବର୍ଷିଲେ ପ୍ରଧାନ ବିଚାରପତି : କହିଲେ ଟିଭି ବିତର୍କରେ ଚାଲୁଛି କଙ୍ଗାରୁ କୋର୍ଟ Kanak News Reviewed by SUBHENDU BARAL on July 23, 2022 Rating: 5

No comments:

Powered by Blogger.