ନିୟନ୍ତ୍ରଣ ଅଞ୍ଚଳରେ ନିର୍ମାଣାଧୀନ କୋଠାକୁ ନେଇ ନୂଆ କେଁ, ନୂଆ ବିବାଦ Chandan Shishu

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନିତି ନୂଆ ନୂଆ କେଁ । ସଦ୍ୟତମ ବିବାଦରେ ଏବେ ଯୋଡ଼ି ହୋଇଛି ନିର୍ମାଣାଧୀନ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା । ଏଥିପାଇଁ ସ୍ୱତନ୍ତ୍ର ଓ ନୂଆ ପ୍ରସ୍ତାବ ପଠାଇବାକୁ ଗଲା ସେପ୍ଟେମ୍ବର ମାସରୁ ଏନ୍ଏମ୍ଏ ଚିଠି ଲେଖିଥିଲା । ହେଲେ ଅଭିଯୋଗ ହେଉଛି ଏଥିପାଇଁ ଅନୁମତି ନଥାଇ ବି ଏବେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ଚାଲିଥିବାରୁ ଏନ୍ଏମ୍ଏ ପୁଣି ଥରେ କୁଆଡ଼େ ତାଗିଦ କରି ନୂଆ ପ୍ରସ୍ତାବ ଦେବାକୁ କହିଛି, ଯାହାକୁ ନେଇ ସରକାରଙ୍କ ଅଡୁଆ ବଢ଼ିଛି ।



from Latest Odisha News, Breaking News Today | Top Updates on Corona - OTV News https://ift.tt/F51HBoi
ନିୟନ୍ତ୍ରଣ ଅଞ୍ଚଳରେ ନିର୍ମାଣାଧୀନ କୋଠାକୁ ନେଇ ନୂଆ କେଁ, ନୂଆ ବିବାଦ Chandan Shishu ନିୟନ୍ତ୍ରଣ ଅଞ୍ଚଳରେ ନିର୍ମାଣାଧୀନ କୋଠାକୁ ନେଇ ନୂଆ କେଁ, ନୂଆ ବିବାଦ Chandan Shishu Reviewed by SUBHENDU BARAL on May 15, 2022 Rating: 5

No comments:

Powered by Blogger.