କେନ୍ଦ୍ର ମନ୍ତ୍ରୀ ସଂଜୀବ ବାଲିଆନଙ୍କ ଗାଡ଼ିକୁ କାଳି ମାଡ଼। ପୁରୀରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଏଭଳି କାଳି ମାଡ଼ କରି ପ୍ରତିବାଦ ଜଣାଇଛି ଛାତ୍ର କଂଗ୍ରେସ। କେନ୍ଦ୍ରମନ୍ତ୍ରୀ ବାଲିଆନ୍ ଆଜି ପୁରୀ ଗସ୍ତରେ ଯାଇଥିବା ବେଳେ ସନ୍ଧ୍ୟାରେ ମାର୍କେଟ ଛକଠାରେ ତାଙ୍କ ଗାଡ଼ି ଉପରକୁ କାଳିମାଡ଼ କରିଥିରେ ଛାତ୍ର କଂଗ୍ରେସର କର୍ମୀ।
ଦେଶରେ ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ଏଭଳି ପ୍ରତିବାଦ କରିଥିବା ଜଣାପଡ଼ିଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/2j3WBn6
କେନ୍ଦ୍ର ମନ୍ତ୍ରୀ ସଂଜୀବ ବାଲିଆନଙ୍କ ଗାଡ଼ିକୁ କାଳିମାଡ Chandan Shishu
Reviewed by SUBHENDU BARAL
on
May 15, 2022
Rating:
No comments: