ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL) ପ୍ରୋଜେକ୍ଟ ଇଞ୍ଜିନିୟର ଏବଂ ଟ୍ରେନିଂ ଇଞ୍ଜିନିୟର ନିଯୁକ୍ତି ଘୋଷଣା କରିଛି। ବିଜ୍ଞପ୍ତି ଅନୁଯାୟୀ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ର ପଞ୍ଚକୁଲା ଲିମିଟେଡ୍ ପାଇଁ ଏହି ନିଯୁକ୍ତି ଚାଲିଛି। ଚୁକ୍ତିନାମା ଅନୁଯାୟୀ ପ୍ରୋଜେକ୍ଟ ଇଞ୍ଜିନିୟର ଏବଂ ଟ୍ରେନିଂ ଇଞ୍ଜିନିୟର ପଦବୀରେ ନିଯୁକ୍ତି ଦିଆଯାଉଛି।
ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ବର୍ତ୍ତମାନ ଚାଲିଛି। ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ଜୁନ୍ ୧ ରହିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ bel-india.in ରେ BEL ର ଅଫିସିଆଲ୍ ୱେବ୍ସାଇଟ୍ ମାଧ୍ୟମରେ ଅନ୍ଲାଇନରେ ଆବେଦନ କରିପାରିବେ। ବିଜ୍ଞପ୍ତି ଅନୁଯାୟୀ, ପ୍ରୋଜେକ୍ଟ ଇଞ୍ଜିନିୟର ଏବଂ ଟ୍ରେନିଂ ଇଞ୍ଜିନିୟର ପାଇଁ ମୋଟ ୫୦ଟି ପଦବୀ ଖାଲି ଅଛି।
ଖାଲି ପଦବୀ ସଂଖ୍ୟା:
- ପ୍ରୋଜେକ୍ଟ ଇଞ୍ଜିନିୟର - ୧୭ଟି ପୋଷ୍ଟ୍
- ଟ୍ରେନିଂ ଇଞ୍ଜିନିୟର- ୩୮ଟି ପୋଷ୍ଟ୍
ବୟସ ସୀମା:
- ଟ୍ରେନିଂ ଇଞ୍ଜିନିୟର - ୩୮ ବର୍ଷ
- ପ୍ରୋଜେକ୍ଟ ଇଞ୍ଜିନିୟର- ୩୨ ବର୍ଷ
ଆବେଦନ ଶୁଳ୍କ:
- ଟ୍ରେନିଂ ଇଞ୍ଜିନିୟର – ୧୭୭ ଟଙ୍କା
- ପ୍ରୋଜେକ୍ଟ ଇଞ୍ଜିନିୟର - ୪୭୨ ଟଙ୍କା
ଦରମା: ୫୫ ହଜାର
from Latest Odisha News, Breaking News Today | Top Updates on Corona - OTV News https://ift.tt/GjUsxSv
BELରେ ଚାକିରି ସୁଯୋଗ: ପୂରଣ ହେବ ୫୦ ପୋଷ୍ଟ୍ Pramod Behera
Reviewed by SUBHENDU BARAL
on
May 20, 2022
Rating:
No comments: