କୋଟିଆକୁ ନିଜର କରିବାକୁ ଯେମିତି ପଣ କରିଛି ପଡ଼ୋଶୀ ଆନ୍ଧ୍ର Chandan Shishu

ଓଡ଼ିଶାରେ ପଶି ଆନ୍ଧ୍ରର ନୂଆ ଦାଦାଗିରି । ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ହକ୍ ଜାହିର କରିବାକୁ ପ୍ରୟାସ । କୋଟିଆ ପଞ୍ଚାୟତର ଉପର ସେମ୍ବିର ଅଙ୍ଗନବାଡ଼ି କେନ୍ଦ୍ର କାନ୍ଥରେ ଅଣୁ ଜଳବିଭାଜିକା ପ୍ରକଳ୍ପର ମାନଚିତ୍ର ଆଙ୍କି ବିବରଣୀ ପ୍ରଦାନ କରିଛନ୍ତି ଆନ୍ଧ୍ର ସରକାର । ସେହିପରି ଫଗୁଣସିନେରୀରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । 



from Latest Odisha News, Breaking News Today | Top Updates on Corona - OTV News https://ift.tt/XSR9Qd1
କୋଟିଆକୁ ନିଜର କରିବାକୁ ଯେମିତି ପଣ କରିଛି ପଡ଼ୋଶୀ ଆନ୍ଧ୍ର Chandan Shishu କୋଟିଆକୁ ନିଜର କରିବାକୁ ଯେମିତି ପଣ କରିଛି ପଡ଼ୋଶୀ ଆନ୍ଧ୍ର Chandan Shishu Reviewed by SUBHENDU BARAL on April 22, 2022 Rating: 5

No comments:

Powered by Blogger.