କୋଟିଆ, ୩୦/୧୨: ଆନ୍ଧ୍ର ଟପିଛି ସବୁ ସୀମା। ଓଡିଶା ସୀମାରେ ପଶି କୋଟିଆର ଧୁଳିପଦର ଠାରେ ଗାଡି ଚେକିଂ କରୁଛି ଆନ୍ଧ୍ର ପୋଲିସ । ଓଡ଼ିଶା ମାଟିରେ ଓଡିଶା କାମକୁ ନାଲି ଆଖି ଦେଖାଇ ଜୋର ଜବରଦସ୍ତି ବନ୍ଦ କରିଛି ଆନ୍ଧ୍ର ପ୍ରଶାସନ। ଦୁଇଦିନ ତଳେ ସୋଲାର ପାୱାର ପ୍ରଜେକ୍ଟ ସ୍ଥାପନ ନେଇ ଆନ୍ଧ୍ର ସର୍ଭେ କରୁଥିବା ବେଳେ ପଟାଙ୍ଗି ବିଧାୟକ ପ୍ରିତମ ପାଢି ସର୍ଭେ କାମ ବନ୍ଦ କରାଇ ଓଡିଶା ସୀମା ପାର କରାଇଥିଲେ । ଆଜି ତାର ପ୍ରତିଶୋଧ ନେବାକୁ ଆଗେଇ ଆସିଛି ଆନ୍ଧ୍ର।
from Prameya News7 https://ift.tt/3z96xPa
ସୀମା ଟପୁଛି ଆନ୍ଧ୍ର, କୋଟିଆର ଧୁଳିପଦର ଠାରେ ଗାଡି ଚେକିଂ କଲା ଆନ୍ଧ୍ର ପୋଲିସ
Reviewed by SUBHENDU BARAL
on
December 30, 2021
Rating:

No comments: